ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଡ଼   ବିଶେଷଣ

ଅର୍ଥ : ଯେଉଁଥିରେ ଚେତନ ବା ଜୀବନ ନାହିଁ

ଉଦାହରଣ : ମୋହନ ଜଡ଼ ପଦାର୍ଥର ଅଧ୍ୟୟନ କରୁଛି

ସମକକ୍ଷ : ଅଚେତନ, ଅଚୈତନ୍ୟ, ଚେତନା ରହିତ, ଭୌତିକ


ଅନ୍ୟ ଭାଷାରେ ଅନୁବାଦ :

जिसमें चेतनता या जीवन न हो।

मोहन जड़ पदार्थों का अध्ययन कर रहा है।
अचेतन, अचैतन्य, अजीव, अजैव, अनात्म, अस्थूल, आत्मारहित, चेतनारहित, जड़, जड़त्वयुक्त, निर्जीव, व्यूढ़, स्थूल

ଅର୍ଥ : ଡରରେ ଚୁପ

ଉଦାହରଣ : ପ୍ରିୟଙ୍କା ସାପକୁ ଦେଖି ଜଡ଼ ହୋଇଗଲା

ସମକକ୍ଷ : ଅବାକ୍‌, ଆବାକାବା, ନିର୍ବାକ୍‌


ଅନ୍ୟ ଭାଷାରେ ଅନୁବାଦ :

In a state of mental numbness especially as resulting from shock.

He had a dazed expression on his face.
Lay semiconscious, stunned (or stupefied) by the blow.
Was stupid from fatigue.
dazed, stunned, stupefied, stupid

ଅର୍ଥ : ଯିଏ ନିଶ୍ଚଳ ବା ନିଶ୍ଚେଷ୍ଟ ହୋଇଯାଇଛି

ଉଦାହରଣ : ଭେଣ୍ଡାପୁଅର ମୃତ୍ୟୁ ଖବର ଶୁଣି ମା ଜଡ଼ ପାଲଟିଗଲେ

ସମକକ୍ଷ : ସ୍ତବ୍ଧ, ସ୍ତମ୍ଭୀଭୂତ


ଅନ୍ୟ ଭାଷାରେ ଅନୁବାଦ :

जो जड़ या निश्चेष्ट हो गया हो।

जवान बेटे की मौत की ख़बर सुनकर माँ स्तंभित हो गई।
निस्तब्ध, सुन्न, स्तंभित

Struck with fear, dread, or consternation.

aghast, appalled, dismayed, shocked